BJP Holds Pressmeet|Questions Deceased Health Minister Naba Das’ Murder Investigation
Kanak News is Odisha’s leading 24×7 information and also existing events television network fromEastern Media Limited Odisha’s biggest media home that additionally releases everyday ‘Sambad’. Get newest updates on information, national politics, sporting activities, company, existing events, amusement, innovation, wellness updates fromKanak News
For the most up to date Odisha News Follow us:
Website:- https://kanaknews.com/
Instagram:-https://www.instagram.com/kanaknewsofficial/
LinkedIn:- https://www.linkedin.com/company/kanak-news
Facebook:- https://www.facebook.com/KanakNews
App Kanak:- https://play.google.com/store/apps/details?id=com.kanak__news.app&hl=en
Twitter:- https://twitter.com/kanak_news
Telegram:-https://t.me/kanaknewsofficial
#KanakNews #Odisha #NabaDas
Instead of condoling the death of a prominent person, the politics that BJP is doing is wrong!
BJP leaders like you have lost their personality. You are misleading the people of Odisha by making such barbaric comments.
The entire people of Odisha are saddened by the death of a prominent minister, but the BJP leader is busy doing his own cheap politics
Babu Sameer, who has been serving the people of Odisha for 25 years, is teaching the Biju Janata Dal a lesson of cleanliness. Ha ha ha……
ଶବ ଉପରେ ରାଜନୀତି କରିବାରେ BJP ନେତାଏ ସିଦ୍ଧହସ୍ତ ।
ଆଜ୍ଞା କାହାର ମୃତ୍ୟୁ କୁ ନେଇ ଶସ୍ତା ରାଜନୀତି କରନ୍ତୁ ନାହିଁ |
ଆସାମୀ ପାଖରୁ ପ୍ରକୃତ ସତ୍ୟ ବାହାର କରିବା ପୋଲିସ ର କମ |ଗୁଳି କରିବାର କାରଣ ଖୋଜିବା ର ଗୁରୁ ଦାୟିତ୍ୱ ପୋଲିସ ର |ଆଇନ କୁ ତା ବାଟରେ ଯିବାକୁ ଦିଅନ୍ତୁ |ନିଜ ଦଳ ର ନାଁ କୁ ବଢାଇବା ପାଇଁ କାହା ମୃତ୍ୟୁ କୁ ଅସ୍ତ୍ର କରନ୍ତୁ ନାହିଁ |
ଏ ଘଟଣା ର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚ କୁ ଦିଆଯାଇଛି |କ୍ରାଇମ ବ୍ରାଞ୍ଚ କୁ ତା କାମ କରିବାକୁ ଦିଅନ୍ତୁ |ସାରା ଓଡ଼ିଶା ବାସୀ ଙ୍କ ଭରସା ଅଛି ତଦନ୍ତ ନିରବ ଛିନ୍ନ ହେବ |
ବିନା ତଥ୍ୟରେ ବୟାନବାଜି କରିବା BJP ଦଳର ପୁରୁଣା ଅଭ୍ୟାସ ।
ବାଉଳାରେ କିଛି ବି କହୁଛନ୍ତି ସମୀର ବାବୁ ତେଣୁ ତାଙ୍କ କଥା ନ ଶୁଣିଲେ ଚଳିବ ।
ସମୀର ବାବୁ ଦୟାକରି କାହା ମୃତ୍ୟୁ କୁ ନେଇ ଶସ୍ତା ରାଜନୀତି କରନ୍ତୁ ନାହିଁ ।
ସମୀର ବାବୁ ଆଗ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ ।
ଲୋକଙ୍କୁ ଭୁଆଁ ବୁଲାଇବାରେ ସମୀର ବାବୁଙ୍କ ତୁଳନା ନାହିଁ ।
ରାଜ୍ୟ ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ସମାଲୋଚନା କରିବା ଉଚିତ୍ ନୁହେଁ ।
ନିଜେ ଯେମିତି କାହାର ମୃତ୍ୟୁ କୁ ନେଇ ରାଜନୀତି କରୁଛ ସେମିତି ଅନ୍ୟ କୁ ଭାବୁଛ ନା କଣ ସମୀର ବାବୁ ।